ମଦ ବିକ୍ରି କରିନପାରିବାରୁ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କଲା ଅବକାରୀ ବିଭାଗ : ହାଇକୋର୍ଟରେ ପହଞ୍ଚିଲା ମାମଲା

ଜୟପୁର: କରୋନା ସମୟରେ ଟାର୍ଗେଟ ଦିଆଯାଇଥିବା ମଦ ବିକ୍ରି କରିନପାରିବାରୁ ବ୍ୟବସାୟୀଙ୍କୁ ନୋଟିସ ଜାରି କଲା ଅବକାରୀ ବିଭାଗ। ଆଉ ଏନେଇ ଏବେ ମାମଲା ହାଇକୋର୍ଟରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଯୋଧପୁରର କେତୁ ମାଣ୍ଡାର ମଦ ବିକ୍ରେତା ପ୍ରହ୍ଲାଦ ସିଂଙ୍କୁ ୧.୧୬ କୋଟି ଟଙ୍କା ଦେବାକୁ ଅବକାରୀ ବିଭାଗ ଏକ ନୋଟିସ ଜାରି କରିଥିଲା। ନୋଟିସ ଅନୁଯାୟୀ କରୋନା ମହାମାରୀ ସମୟରେ ମଦ ବିକ୍ରି ପାଇଁ ଯେଉଁ … Continue reading ମଦ ବିକ୍ରି କରିନପାରିବାରୁ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କଲା ଅବକାରୀ ବିଭାଗ : ହାଇକୋର୍ଟରେ ପହଞ୍ଚିଲା ମାମଲା